Текст песни Ira Mohanty - Mati Kandhei Pari
ମାଟି କଣ୍ଢେଇ ପରି ମତେ ଗଢ଼ିଲ ହରି
ମାଟି କଣ୍ଢେଇ ପରି ମତେ ଗଢ଼ିଲ ହରି
ମୋର ଖେଳ କେଇ ଦିନ ଲାଗି
ଥରେ ପଡ଼ିଲେ ମୁଁ ଯିବି ଭାଙ୍ଗି
ଥରେ ପଡ଼ିଲେ ମୁଁ ଯିବି ଭାଙ୍ଗି
ମାଟି କଣ୍ଢେଇ ପରି ମତେ ଗଢ଼ିଲ ହରି
ମାଟି କଣ୍ଢେଇ ପରି ମତେ ଗଢ଼ିଲ ହରି
ମୋର ଖେଳ କେଇ ଦିନ ଲାଗି
ଥରେ ପଡ଼ିଲେ ମୁଁ ଯିବି ଭାଙ୍ଗି
ଥରେ ପଡ଼ିଲେ ମୁଁ ଯିବି ଭାଙ୍ଗି
ମୋ ଦେହେ ବୋଳିଲ ଏତେ ରୁପରଙ୍ଗ
ଆଖିରେ ତୋଳିଲ ମାୟାର ତରଙ୍ଗ
ମୋ ଦେହେ ବୋଳିଲ ଏତେ ରୁପରଙ୍ଗ
ଆଖିରେ ତୋଳିଲ ମାୟାର ତରଙ୍ଗ
ପାଣି ଫୋଟକାରୁ ହୀନ ଏ ଜୀବନ
ମୁଁ କି ନେଇଥିଲି ମାଗି?
ମୁଁ କି ନେଇଥିଲି ମାଗି?
ମାଟି କଣ୍ଢେଇ ପରି, ମତେ ଗଢ଼ିଲ ହରି
ମାଟି କଣ୍ଢେଇ ପରି, ମତେ ଗଢ଼ିଲ ହରି
ମୋର ଖେଳ କେଇ ଦିନ ଲାଗି
ଥରେ ପଡ଼ିଲେ ମୁଁ ଯିବି ଭାଙ୍ଗି
ଥରେ ପଡ଼ିଲେ ମୁଁ ଯିବି ଭାଙ୍ଗି
ମୁଁ ଖେଳୁଥିଲେ, ତୁମେ ହସୁଥାଅ
ପାପ ପୁଣ୍ୟ ଦେଖି ଅଙ୍କ କସୁଥାଅ
ମୁଁ ଖେଳୁଥିଲେ, ତୁମେ ହସୁଥାଅ
ପାପ ପୁଣ୍ୟ ଦେଖି, ଅଙ୍କ କସୁଥାଅ
ମୁଁ କି ବୁଝିବି ତୁମ ମହିମା ହେ
ନୀଳାଚଳ କଳାଯୋଗୀ
ନୀଳାଚଳ କଳାଯୋଗୀ
ମାଟି କଣ୍ଢେଇ ପରି, ମତେ ଗଢ଼ିଲ ହରି
ମାଟି କଣ୍ଢେଇ ପରି, ମତେ ଗଢ଼ିଲ ହରି
ମୋର ଖେଳ କେଇ ଦିନ ଲାଗି
ଥରେ ପଡ଼ିଲେ ମୁଁ ଯିବି ଭାଙ୍ଗି
ଥରେ ପଡ଼ିଲେ ମୁଁ ଯିବି ଭାଙ୍ଗି
ମାଟି କଣ୍ଢେଇ ପରି, ମତେ ଗଢ଼ିଲ ହରି
ମାଟି କଣ୍ଢେଇ ପରି, ମତେ ଗଢ଼ିଲ ହରି
ମୋର ଖେଳ କେଇ ଦିନ ଲାଗି
ଥରେ ପଡ଼ିଲେ ମୁଁ ଯିବି ଭାଙ୍ଗି
ଥରେ ପଡ଼ିଲେ ମୁଁ ଯିବି ଭାଙ୍ଗି
ଥରେ ପଡ଼ିଲେ ମୁଁ ଯିବି ଭାଙ୍ଗି
ଥରେ ପଡ଼ିଲେ ମୁଁ ଯିବି ଭାଙ୍ଗି