Текст песни Shakti Mishra - Gabhare Gajara Jhulei
ହେ, ଗଭାରେ ଗଜରା ଝୁଲେଇ
ଝୁଲେଇ, ତମେ ଆସିବ କାଲି
ପାଦରେ ଅଳତା ଲଗେଇ
ଲଗେଇ, ତମେ ଆସିବ କାଲି
ହଁ, ଗଭାରେ ଗଜରା ଝୁଲେଇ
ଝୁଲେଇ, ତମେ ଆସିବ କାଲି
ପାଦରେ ଅଳତା ଲଗେଇ
ଲଗେଇ, ତମେ ଆସିବ କାଲି
ଗୋରା ଦେହକୁ ଗୋଲାପି ଶାଢ଼ୀ
ପିନ୍ଧିଲେ ତମେ ନାଲିଆ ଚୁଡ଼ି
ଜାଣିବି ମୋ ପାଇଁ ମନ
ତମେ ରଖିଛ ଖୋଲି
ତମେ ରଖିଛ ଖୋଲି
ଗଭାରେ ଗଜରା ଝୁଲେଇ
ଝୁଲେଇ, ତମେ ଆସିବ କାଲି
ପାଦରେ ଅଳତା ଲଗେଇ
ଲଗେଇ, ତମେ ଆସିବ କାଲି
ବାଟେଘାଟେ ଦେଖାହେଲେ
ଚାହଁ ବୁଲିବୁଲି
ତମ ମନ କଥା ମୋତେ
କହୁନାହଁ ଖୋଲି
ବାଟେଘାଟେ ଦେଖାହେଲେ
ଚାହଁ ବୁଲିବୁଲି
ତମ ମନ କଥା ମୋତେ
କହୁନାହଁ ଖୋଲି
ତୁମକୁ ଦେଖି ଲାଗୁଛି ସତେ
ଭଲ ପାଉଛ ତମେ ତ ମୋତେ
ହସି ଦେଇ ମୁହଁ ପୋତି
ତମେ ଯାଅନି ଚାଲି
ତମେ ଯାଅନି ଚାଲି
ଗଭାରେ ଗଜରା ଝୁଲେଇ
ଝୁଲେଇ, ତମେ ଆସିବ କାଲି
ପାଦରେ ଅଳତା ଲଗେଇ
ଲଗେଇ, ତମେ ଆସିବ କାଲି
ତମ ସାଙ୍ଗ କହୁଥିଲା
ତମେ ସୋମବାରେ
ଶିବଲିଙ୍ଗେ କ୍ଷୀର ଢ଼ାଳ
ମୋରି ନାଆରେ
ତମ ସାଙ୍ଗ କହୁଥିଲା
ତମେ ସୋମବାରେ
ଶିବଲିଙ୍ଗେ କ୍ଷୀର ଢ଼ାଳ
ମୋରି ନାଆରେ
ମୋ ହାତେ ତୁମ ହାତକୁ ଧୋଇ
ଚାଲିବ କୁହ ମୋ ଛାଇ ହୋଇ
ଉଡ଼ିଆସ ଡ଼େଣା ମେଲି
ତମେ ଲାଜକୁ ଭୁଲି
ତମେ ଲାଜକୁ ଭୁଲି
ଗଭାରେ ଗଜରା ଝୁଲେଇ
ଝୁଲେଇ, ତମେ ଆସିବ କାଲି
ପାଦରେ ଅଳତା ଲଗେଇ
ଲଗେଇ, ତମେ ଆସିବ କାଲି
ଗୋରା ଦେହକୁ ଗୋଲାପି ଶାଢ଼ୀ
ପିନ୍ଧିଲେ ତମେ ନାଲିଆ ଚୁଡ଼ି
ଜାଣିବି ମୋ ପାଇଁ ମନ
ତମେ ରଖିଛ ଖୋଲି
ତମେ ରଖିଛ ଖୋଲି
ତମେ ରଖିଛ ଖୋଲି
ତମେ ରଖିଛ ଖୋଲି