Текст песни Ira Mohanty - Agyan Hele Dashire
ମଣିମା, ମଣିମା
ମଣିମା ହେ, ମଣିମା
ଆଜ୍ଞା ହେଲେ ଥରେ ଦାସୀ ରେ କଳାଠାକୁର
ଆଜ୍ଞା ହେଲେ ଥରେ ଦାସୀ ରେ କଳାଠାକୁର
ଝନନ-ଝନନ ଝୁମ୍ ଘୁଙ୍ଗୁର ବାଜିବ ମୋର
ଝନନ-ଝନନ ଝୁମ୍ ଘୁଙ୍ଗୁର ବାଜିବ ମୋର
ଆଜ୍ଞା ହେଲେ ଥରେ ଦାସୀ ରେ କଳାଠାକୁର
ଆଜ୍ଞା ହେଲେ ଥରେ ଦାସୀ ରେ କଳାଠାକୁର
ମହକି ଉଠୁଥିବ ଚନ୍ଦନରେ ଶ୍ରୀମନ୍ଦିର
ବେଶ ଯେ ହୋଇଥିବ ମଣିମା ବଡ଼ ସିଂହାର
ମହକି ଉଠୁଥିବ ଚନ୍ଦନରେ ଶ୍ରୀମନ୍ଦିର
ବେଶ ଯେ ହୋଇଥିବ ମଣିମା ବଡ଼ ସିଂହାର
ପ୍ରଦୀପ ଆଲୋକରେ ଦିଶୁଥିବ କି ସୁନ୍ଦର
ଆଜ୍ଞା ହେଲେ ଥରେ ଦାସୀ ରେ କଳାଠାକୁର
ଆଜ୍ଞା ହେଲେ ଥରେ ଦାସୀ ରେ କଳାଠାକୁର
ଶ୍ରୀହରି ଉଠୁଥିବ ପୁଲକରେ ଅଙ୍ଗ ମୋର
ନିରଳା ହୋଇଥିବ ମଣିମା ନାଟ ମନ୍ଦିର
ଶ୍ରୀହରି ଉଠୁଥିବ ପୁଲକରେ ଅଙ୍ଗ ମୋର
ନିରଳା ହୋଇଥିବ ମଣିମା ନାଟ ମନ୍ଦିର
ତୋଳିବି ଛନ୍ଦେ ଛନ୍ଦେ ମଧୁ ମନେ ସାତ ସୁର
ଆଜ୍ଞା ହେଲେ ଥରେ ଦାସୀ ରେ କଳାଠାକୁର
ଆଜ୍ଞା ହେଲେ ଥରେ ଦାସୀ ରେ କଳାଠାକୁର
ଝନନ-ଝନନ ଝୁମ୍ ଘୁଙ୍ଗୁର ବାଜିବ ମୋର
ଝନନ-ଝନନ ଝୁମ୍ ଘୁଙ୍ଗୁର ବାଜିବ ମୋର
ଆଜ୍ଞା ହେଲେ ଥରେ ଦାସୀ ରେ କଳାଠାକୁର
ଆଜ୍ଞା ହେଲେ ଥରେ ଦାସୀ ରେ କଳାଠାକୁର
ଆଜ୍ଞା ହେଲେ ଥରେ ଦାସୀ ରେ କଳାଠାକୁର