Текст песни Ira Mohanty - Samudra Sangare
ସମୁଦ୍ର ସାଙ୍ଗରେ ଶଙ୍ଖ ସଙ୍ଗାତ ଲୋ ଶାମୁକା
ପଞ୍ଚ ଜନ୍ୟ ନାମେ କୃଷ୍ଣର ସେ ତ ଲୋ ଶାମୁକା
ସମୁଦ୍ର ସାଙ୍ଗରେ ଶଙ୍ଖ ସଙ୍ଗାତ ଲୋ ଶାମୁକା
ପଞ୍ଚ ଜନ୍ୟ ନାମେ କୃଷ୍ଣର ସେ ତ ଲୋ ଶାମୁକା
କୃଷ୍ଣ ଭୁଲି ବଇଁଶୀ ତାକୁ ଦେଲେ ଯେ ଫୁଙ୍କି
କୃଷ୍ଣ ଭୁଲି ବଇଁଶୀ ତାକୁ ଦେଲେ ଯେ ଫୁଙ୍କି
କୃଷ୍ଣ ଭୁଲି ବଇଁଶୀ ତାକୁ ଦେଲେ ଯେ ଫୁଙ୍କି
ଲାଗି ଯାଇଥିଲା ମହାଭାରତ ଲୋ ଶାମୁକା
ଆଜି ସେଇ ଶଙ୍ଖ ପୁରୀରେ ମୁକ ଲୋ ଶାମୁକା
ସମୁଦ୍ର ସାଙ୍ଗରେ ଶଙ୍ଖ ସଙ୍ଗାତ ଲୋ ଶାମୁକା
ପଞ୍ଚ ଜନ୍ୟ ନାମେ କୃଷ୍ଣର ସେ ତ ଲୋ ଶାମୁକା
କୃଷ୍ଣ ହେଲେ ନୀଳାଚଳେ ପ୍ରଭୁ ଜଗନ୍ନାଥ
କ୍ଷେତ୍ର ନାମ ଶଙ୍ଖକ୍ଷେତ୍ର, ଶ୍ରୀଭୁଜ ଏ ଶଙ୍ଖ
କୃଷ୍ଣ ହେଲେ ନୀଳାଚଳେ ପ୍ରଭୁ ଜଗନ୍ନାଥ
କ୍ଷେତ୍ର ନାମ ଶଙ୍ଖକ୍ଷେତ୍ର, ଶ୍ରୀଭୁଜ ଏ ଶଙ୍ଖ
ଶଙ୍ଖ ଶୁଭ ସଂକେତ, ଧ୍ୱନି ବ୍ରହ୍ମ ସଙ୍ଗୀତ
ଶଙ୍ଖ ଶୁଭ ସଂକେତ, ଧ୍ୱନି ବ୍ରହ୍ମ ସଙ୍ଗୀତ
ଶଙ୍ଖ ଶୁଭ ସଂକେତ, ଧ୍ୱନି ବ୍ରହ୍ମ ସଙ୍ଗୀତ
ଦାରୁ ବ୍ରହ୍ମ ଭାବ ବଡ଼ ଭୂପତ ଲୋ ଶାମୁକା
ବଡ଼ଦେଉଳରେ ବାଜିଲା ଶଙ୍ଖ ଲୋ ଶାମୁକା
ସମୁଦ୍ର ସାଙ୍ଗରେ ଶଙ୍ଖ ସଙ୍ଗାତ ଲୋ ଶାମୁକା
ପଞ୍ଚ ଜନ୍ୟ ନାମେ କୃଷ୍ଣର ସେ ତ ଲୋ ଶାମୁକା
ଶଙ୍ଖନାଭି ମଣ୍ଡଳରେ ଆଖି ଗଲେ ଲାଖି
ଭକତର ତନୁ ମନ ହୋଇଯାଏ ବିକି
ଶଙ୍ଖନାଭି ମଣ୍ଡଳରେ ଆଖି ଗଲେ ଲାଖି
ଭକତର ତନୁ ମନ ହୋଇଯାଏ ବିକି
ଧ୍ୱନି ନାଦ ନିନାଦ ମିଶି ଏକ ଶବଦ
ଧ୍ୱନି ନାଦ ନିନାଦ ମିଶି ଏକ ଶବଦ
ଧ୍ୱନି ନାଦ ନିନାଦ ମିଶି ଏକ ଶବଦ
ସେଇ ଏକ ସତ ଶ୍ରୀଜଗନ୍ନାଥ ଲୋ ଶାମୁକା
ପ୍ରେମାନନ୍ଦେ ଧ୍ୱନି କରେ ଜଗତ ଲୋ ଶାମୁକା
ସମୁଦ୍ର ସାଙ୍ଗରେ ଶଙ୍ଖ ସଙ୍ଗାତ ଲୋ ଶାମୁକା
ପଞ୍ଚ ଜନ୍ୟ ନାମେ କୃଷ୍ଣର ସେ ତ ଲୋ ଶାମୁକା
ସମୁଦ୍ର ସାଙ୍ଗରେ ଶଙ୍ଖ ସଙ୍ଗାତ ଲୋ ଶାମୁକା
ପଞ୍ଚ ଜନ୍ୟ ନାମେ କୃଷ୍ଣର ସେ ତ ଲୋ ଶାମୁକା
କୃଷ୍ଣ ଭୁଲି ବଇଁଶୀ ତାକୁ ଦେଲେ ଯେ ଫୁଙ୍କି
କୃଷ୍ଣ ଭୁଲି ବଇଁଶୀ ତାକୁ ଦେଲେ ଯେ ଫୁଙ୍କି
କୃଷ୍ଣ ଭୁଲି ବଇଁଶୀ ତାକୁ ଦେଲେ ଯେ ଫୁଙ୍କି
ଲାଗି ଯାଇଥିଲା ମହାଭାରତ ଲୋ ଶାମୁକା
ଆଜି ସେଇ ଶଙ୍ଖ ପୁରୀରେ ମୁକ ଲୋ ଶାମୁକା
ସମୁଦ୍ର ସାଙ୍ଗରେ ଶଙ୍ଖ ସଙ୍ଗାତ ଲୋ ଶାମୁକା
ପଞ୍ଚ ଜନ୍ୟ ନାମେ କୃଷ୍ଣର ସେ ତ ଲୋ ଶାମୁକା
ସମୁଦ୍ର ସାଙ୍ଗରେ ଶଙ୍ଖ ସଙ୍ଗାତ ଲୋ ଶାମୁକା
ପଞ୍ଚ ଜନ୍ୟ ନାମେ କୃଷ୍ଣର ସେ ତ ଲୋ ଶାମୁକା
ପଞ୍ଚ ଜନ୍ୟ ନାମେ କୃଷ୍ଣର ସେ ତ ଲୋ ଶାମୁକା
ପଞ୍ଚ ଜନ୍ୟ ନାମେ କୃଷ୍ଣର ସେ ତ ଲୋ ଶାମୁକା